କେରଳ ମୁଖ୍ୟମନ୍ତ୍ରୀ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ । ପ୍ରେସମିଟ୍‌ରେ ନାଁ ଘୋଷଣା କଲା କଂଗ୍ରେସ । ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ। ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ ।

୪ ମେ ମାସରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୧୪୦ଟି ଆସନରୁ ୧୦୨ଟି ଆସନରେ ବିଜୟୀ ହୋଇଥିଲା ।

 

 

Leave a Reply

Your email address will not be published. Required fields are marked *