ଆସିକା SDPO ସନ୍ତୋଷ କୁମାର ଜେନା ନିଲମ୍ବିତ । SDPOଙ୍କ ବିରୋଧରେ ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ IGଙ୍କ ଅଫିସରେ କାର୍ଯ୍ୟ କରିବେ SDPO । ଆଇଜିଙ୍କ ବିନା ଅନୁମତିରେ ଅନ୍ୟତ୍ର ନ ଯିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଆସିକା ଅଞ୍ଚଳରେ ଏକ ସୁନା ଦୋକାନରୁ ସୁନା ଅଳଙ୍କାର କିଣି ପଇସା ଦେଇନଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *