ନୂଆପଡ଼ା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। ବିଜେପି ଦଳୀୟ କାର୍ଯ୍ୟାଳୟ ଲରେ ମିଶ୍ରଣ ପର୍ବ ରେ ଯୋଗଦାନ କରିଥିଲେ। ବିଜେପିର ସେବା ସୁଶାସନ ଏବଂ ବିକଶିତ ନୂଆପଡ଼ା ରେ ଅନୁପ୍ରାଣିତ ହୋଇ ନୂଆପଡ଼ା ଏନ୍ ଏ ସି ଅଧ୍ୟକ୍ଷ ଆଦମ ଖାଁ ଙ୍କ ବିଜେପି ରେ ଯୋଗଦାନ କରିଛନ୍ତି।

ତାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ମାଳବିକା ଦେବୀ ଏବଂ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ମଞ୍ଚ ପରିଚାଳନା କରିଥିଲେ। ଅନେକ କର୍ମୀ ବିଜେପି ରେ ଯୋଗଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *