କେନ୍ଦ୍ରାପଡ଼ା ଜିଲ୍ଲା, ରାଜକନିକା ଥାନା ଅନ୍ତର୍ଗତ ଆଳି ଅଞ୍ଚଳର ଏକ ଘରୋଇ ଇଂଲିସ୍ ମିଡିୟମ ସ୍କୁଲରେ ଲଜ୍ଜାଜନକ ଘଟଣା ଘଟିଛି । ସପ୍ତମ ଶ୍ରେଣୀ ସ୍କୁଲ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୫ ଶିକ୍ଷକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍କୁଲର ଜଣେ ମହିଳା ସହାୟିକାଙ୍କ ସମେତ ୫ ଶିକ୍ଷକଙ୍କୁ ଅଟକ ରଖାଯାଇଛି । ନେଇ ପୀଡ଼ିତାଙ୍କ ମାଆ କେନ୍ଦ୍ରାପଡ଼ା ଜିଲା CWCଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏସ୍ପି କହିଛନ୍ତି ଯେ ଘଟଣାସ୍ଥଳକୁ ନିଜେ ଯାଇ ତଦନ୍ତ କରିବେ । Post navigation Odisha Assembly Adjourned Till 4 PM: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି Liquor In Tetra Packs: କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ଆସିବ ମଦ