Cuttack Strawberry showcased On Republic Day
୭୭ ତମ ଗଣତନ୍ତ୍ର ଦିବସ ଅବସର ରେ କଟକ ଜିଲ୍ଲା ବାଙ୍କୀ ଓ ଡମପଡା ବ୍ଲକ୍ ର ତିନିଜଣ କୃଷକ ଜିଲ୍ଲା ରେ ପ୍ରଥମ ଥର ପାଇଁ ଉତ୍ପାଦନ କରିଥିବା ଷ୍ଟ୍ରବେରୀ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟ ରେ ପ୍ରଦର୍ଶିତ କରିଛନ୍ତି ।
 
ଏହି ଷ୍ଟ୍ରବେରୀ ପ୍ରଦର୍ଶନ କୃଷକମାନଙ୍କ ନିମନ୍ତେ ଏକ ବଡ ସୁଯୋଗ ଓ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଷ୍ଟ୍ରବେରୀ ପ୍ରଦର୍ଶନ ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଦିଗ ଖୋଲିବା ସହ କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
 
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ଓ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ଷ୍ଟ୍ରବେରୀ ପ୍ରଦର୍ଶନ ସେହି ଦିଗରେ ଏକ ବଡ ଅଗ୍ରଗତି ।
Cuttack Strawberry showcased On Republic Day

By Nirvay

Leave a Reply

Your email address will not be published. Required fields are marked *