ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲେ BMC କର୍ମଚାରୀ ।BMC ଅଫିସରେ କର୍ମଚାରୀଙ୍କ ପ୍ରତିବାଦ କରିଥିବା ଜଣାପଡିଛି। ବିଏମସିର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । କର୍ମଚାରୀଙ୍କ ସୁରକ୍ଷା ଯୋଗାଇ ଦେବା, ଦୋଷୀଙ୍କ ବିରୁଦ୍ଧରେ କଡ଼ା କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ଦାବି ହୋଇଛି ।

ସେହିପରି ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣକୁ ନେଇ ପ୍ରତିବାଦ କହିଛନ୍ତି ସଫେଇ କର୍ମଚାରୀ । କାର୍ଯ୍ୟ ବନ୍ଦ ଆନ୍ଦୋଳନ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ ।

Leave a Reply

Your email address will not be published. Required fields are marked *