ଯୁକ୍ତ ୩ ନାମଲେଖା ପାଇଁ ଏପ୍ରିଲ ୧୬ରୁ ଆବେଦନ ଆରମ୍ଭ । ବିଭିନ୍ନ ଡିଗ୍ରୀ କଲେଜମାନଙ୍କରେ +୩ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।NEP-୨୦୨୦ ଆଧାରରେ ହେବ ୨୦୨୫-୨୬ ପାଇଁ ନାମଲେଖା । କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିବେ ଆବେଦନ।

ଆବେଦନକାରୀ ସରକାରୀ ୱେବ୍ସାଇଟ୍ ଏସ୍ଏଏମ୍ଏସ୍ (ଷ୍ଟୁଡେଣ୍ଟ ଆକାଡେମିକ୍ ମ୍ୟାନେଜମେଂଟ ସିଷ୍ଟମ) ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ କରିବେ ଆବେଦନ। ଜୁଲାଇ ୧୦ ତାରିଖରୁ ପାଠପଢା ଆରମ୍ଭ କରାଯିବ ।

 

Leave a Reply

Your email address will not be published. Required fields are marked *