ଏପ୍ରିଲ ୩ ରୁ ଆରମ୍ଭ ହେବ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ଏପ୍ରିଲ୍ ୨୮ ତାରିଖ ଯାଏ ଚାଲିବ ଏହି ଯାତ୍ରା । ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରୀରେ ଶୁଭଖୁଣ୍ଟି ସ୍ଥାପନ ହେବା ନେଇ ଦେଶୀ ବେହେରାଙ୍କ ପୂରୋହିତ ପକ୍ଷରୁ ସୂଚନା ଦିଆଯାଇଛି । ମା’ ଙ୍କର ଏହି ଯାତ୍ରା ବହୁ ପୂରାତନ । ପ୍ରତି ଦୁଇ ବର୍ଷକୁ ଥରେ ମା’ ବୁଢୀ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଥାଏ । ମା’ ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀ ବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । Post navigation ଏପ୍ରିଲ ପହିଲାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ