ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସକୁ ମିଳିଲେ ନୂଆ ମୁଖିଆ।ଗତକାଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଥିବା ବେଳେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଉପରୁ ହଟାଇଛନ୍ତି ନିଲମ୍ବନ । ଏହା ପରେ ଆଜି ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ କହିଛନ୍ତି ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ । ବିନା ସର୍ତ୍ତରେ ଦଳ ସେମାନଙ୍କୁ ଗ୍ରହଣ କରାଯିବ । ଆସନ୍ତା ୧୮ରେ ଭୁବନେଶ୍ବର ଫେରିବି । ଫେରିଲା ପରେ ପ୍ରଥମେ ବରିଷ୍ଠ ନେତାଙ୍କୁ ଭେଟିବି ।

Leave a Reply

Your email address will not be published. Required fields are marked *