ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ନିନ୍ଦା କରିଛି ବିଜେଡି । ଜାନୁଆରୀ ୨୬ ରାତିରେ ଚାରିଆଡେ ପୋଲିସ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଘଟଣାରେ ଚୋର ଧାରା ପଡ଼ିନଥିବାବେଳେ ଗତକାଲି ରାତିରେ ପୁଣି ଠାରେ ଚୋରା ପଶିବା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସୂଚାଉଛି ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି । ରାଜ୍ୟରେ ଏବେ ଯେଉଁଭଳି ଅପରାଧ ହେଉଛି ତାହା ଆଗରୁ କେବେ ଦେଖିବାକୁ ମିଳିନଥିଲା। ଏବେ ଅପରାଧୀମାନେ ଖୋଲାଖୋଲି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଉଛନ୍ତି । ପୁଲିସ ବିଭାଗକୁ ବି ଚ୍ୟାଲେଞ୍ଜ ବୋଲି ବିଜେଡି ସାଂସଦ କହିଛନ୍ତି । Post navigation ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ ‘ନିର୍ଭୟ’ ପ୍ରତିନିଧିଙ୍କୁ ଧର୍ମଶାଳା ବିଧାୟକଙ୍କ ଧମକ