ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଓ ମନ୍ଦିର ବେଢ଼ାରେ ୧୦ ଜଣ ମୁତୟନ ହୋଇଛନ୍ତି । ୨୦ ଜଣଙ୍କୁ ନିଯୁକ୍ତି ମିଳିଛି। ୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ। ସକାଳେ ୧୦ ଜଣ ଓ ଅପରାହ୍ନ ୨ଟାରୁ ଆଉ ୧୦ ଜଣ ମୁତୟନ ହେବ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *