Training Camp Of The Odisha Pradesh Mahila Congress: ମହିଳା କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ପିପିଲି ନିକଟସ୍ଥ ଆଡଭେଞ୍ଚର ରିସୋର୍ଟରେ ଚାଲିଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ପ୍ରଭାତରେ ସମସ୍ତଙ୍କୁ ଯୋଗଶିକ୍ଷା ଦିଆଯାଇଥିଲା । ଦ୍ୱିତୀୟ ଦିନର ଶିବିରରେ ପିସିସି ସଭାପତି ଭକ୍ତ…

Odisha Court Bomb Threat: ୩ଟି କୋର୍ଟକୁ ବୋମା ଧମକ ପ୍ରସଙ୍ଗ; ରାଜ୍ୟରେ ଗୃହ ବିଭାଗ ସଂପୂର୍ଣ୍ଣ ଅଚଳ: ବିଜେଡି

୩ଟି କୋର୍ଟକୁ ଇ-ମେଲ ମାଧ୍ୟମରେ ଆସିଥିବା ବୋମା ଧମକକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଆଜି…

Stock Market Crash: ୨୬ ହଜାରରୁ ତଳକୁ ଖସିଲା ନିଫ୍ଟି

ଘରୋଇ ଷ୍ଟକ୍ ବଜାରରେ ଆଜି ଏକ ବଡ଼ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଗୁରୁବାର ଦିନ ବି ତଳକୁ ଖସି ସେୟାର ବଜାର ବନ୍ଦ ହୋଇଛି । ଗୁରୁବାର ସକାଳେ ସେୟାର ବଜାର ଖୋଲିବା ପୂର୍ବରୁ ୨୦୦ ଅଙ୍କ ତଳକୁ ଖସିଥିଲା…

OMSA Withdraws Protest: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ

ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ । ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା । ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA) ସାରା ଓଡ଼ିଶାରେ ଏହାର ପ୍ରତିବାଦ ପ୍ରତ୍ୟାହାର କରିଛି । ସରକାରଙ୍କଠୁ…

Subhadra Yojana: ଚଳିତ ସପ୍ତାହରେ ମିଳିବ ‘ସୁଭଦ୍ରା’ ଟଙ୍କା

ଚଳିତ ସପ୍ତାହରେ ମିଳିବ ‘ସୁଭଦ୍ରା’ ଟଙ୍କା। ଏଥିରେ ପ୍ରଥମ ଓ ଦ୍ଵିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ ହେବେ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏହି…

Odisha Court Bomb Threat: ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକ । ସମ୍ବଲପୁର, କଟକ, ଦେବଗଡ଼ ଆଦି ଜିଲ୍ଲା କୋର୍ଟକୁ ଇ-ମେଲ ଯୋଗେ ଆସିଛି ବୋମା ଧମକ । ଯାହାକୁ ନେଇ ପୋଲିସ ପ୍ରଶାସନ ସତର୍କ ହେବା ସହ ତଲାସୀ…

Salaries Of Three Officers Suspended: ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ

ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ । ୩ ଅଧିକାରୀଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ନିର୍ଦ୍ଦେଶ ରହିଛି…

Odisha Doctors Strike: ସାରା ରାଜ୍ୟରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ; ଓମ୍‌ସା ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ । ଆଜି ବି ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ OPD ବନ୍ଦ । ସରକାର ଲଗାଇଥିବା ଏସମାକୁ ମାନୁନାହାଁନ୍ତି ଡାକ୍ତର ସଂଘ । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି ।…

Parking Fee Hiked At Puri: ପୁରୀରେ ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି

ପୁରୀରେ ବୃଦ୍ଧି ହେଲା ପାର୍କିଂ ଫି । ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି ହୋଇଛି । ଭକ୍ତ ନିବାସରେ ପାର୍କିଂ ଫି ୫୦୦ ଟଙ୍କା ବୃଦ୍ଧି ହୋଇଛି । ୨୪ ଘଣ୍ଟା ପାଇଁ ଚାରି ଚକିଆ ଯାନ ପିଛା…

Odisha Cold Wave: ଶୀତରେ ଥରୁଛି ଓଡ଼ିଶା; ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ

ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏପରିକି ୧୦ ଡିଗ୍ରୀ ତଳେ ୨୩ ସହର ରହିଥିବା ବେଳେ ୩୮ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଶୀତରେ ଥରୁଛି…