BJD Slams BJP Over Mining Bill Support: MMDR ବିଲ୍‌କୁ ନେଇ ବିଜେପି ଉପରେ ବର୍ଷିଲେ ସୁଜାତା ରାଉତ, ନବୀନଙ୍କ ନେତୃତ୍ୱରେ ଲଢ଼େଇ ପାଇଁ ଦେଲେ ଆହ୍ୱାନ

ଖଣି ସଂଶୋଧନ ବିଲ୍ (MMDR) କୁ ନେଇ ରାଜ୍ୟ ରାଜନୀତି ଅତ୍ୟନ୍ତ ସରଗରମ ହୋଇଉଠିଛି। ବିଜେଡି ବିଜେପି ନେତା ଓ ସାଂସଦମାନଙ୍କ ଉପରେ କଡ଼ା ପ୍ରହାର କରିବା ସହ ସେମାନେ ରାଜଧର୍ମ ଭୁଲିଯାଇ ନିଜ ‘ମା’ ଓ ମାଟି’ ପ୍ରତି ଅନ୍ୟାୟ…

Odisha Assembly: MMDR ଆଇନ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା: ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳଙ୍କ ପ୍ରବଳ ହଙ୍ଗାମା ଓ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବୁଧବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏବଂ ବିଜେଡିର ବିଧାୟକମାନେ ନିଜ ନିଜ ଆସନ…

Odisha-AP Coast On Alert As Deep Depression: ଓଡ଼ିଶା ମୁହାଁ ଗଭୀର ଅବପାତ: ଆଜି ରାତିରେ ସ୍ଥଳଭାଗ ଅତିକ୍ରମ କରିବ

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସହ ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟବର୍ତ୍ତୀ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଏହି ନିୟାମକ ପ୍ରଣାଳୀ ଆଜି…

256 Elephant Deaths in Odisha in 3 years: ରାଜ୍ୟରେ ୩ ବର୍ଷରେ ମରିଛନ୍ତି ୨୫୬ ହାତୀ: ଗଣେଶ ରାମ ସିଂ ଖୁଣ୍ଟିଆ

ଓଡ଼ିଶାରେ ଗତ ୩ ବର୍ଷ ମଧ୍ୟରେ ୨୫୬ଟି ହାତୀଙ୍କର ଜୀବନ ଯାଇଛି। ମଙ୍ଗଳାବାର ରାଜ୍ୟ ବିଧାନସଭାରେ ବିଧାୟକ ଦୁର୍ଗା ପ୍ରସନ୍ନ ରାୟଙ୍କ ପ୍ରଶ୍ନର ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ତଥ୍ୟ…

Odisha Assembly: ଓଡ଼ିଶାରେ ନିଆଁର ତାଣ୍ଡବ: ୩ ବର୍ଷରେ ଜଳିଗଲା ୭୩,୪୧୮ଟି ଜଙ୍ଗଲ

୨୦୨୪ରୁ ୨୦୨୬ ମଧ୍ୟରେ ରାଜ୍ୟରେ ୭୩,୪୧୮ଟି ଜଙ୍ଗଲ ନିଆଁ ଘଟଣା ରିପୋର୍ଟ ହୋଇଥିବା ବେଳେ ଏଥିରେ ୧୧,୭୩୨.୫୬୧ ହେକ୍ଟର ଜଙ୍ଗଲ ଅଞ୍ଚଳ ପ୍ରଭାବିତ ହୋଇଛି। ମଙ୍ଗଳବାର ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଜଙ୍ଗଲ, ପରିବେଶ…

Bidesh Sikhyabruti Scheme: ବିଦେଶ ଶିକ୍ଷାବୃତ୍ତି ଯୋଜନା: ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ଅଧୀନରେ ଅନଲାଇନ୍ ଆବେଦନ ପ୍ରକ୍ରିୟାର ଶେଷ ତାରିଖକୁ କୋହଳ କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୯ ରହିଥିବା ବେଳେ ଏହାକୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି…