New Year Celebrations In Puri: ନୂଆବର୍ଷରେ ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି; ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା କଡ଼ାକଡ଼ି ।ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ । ବର୍ଷର ଶେଷଦିନ ଓ ନୂଆବର୍ଷକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍…

Bangladesh First Female PM Death: ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ । ମଙ୍ଗଳବାର ଭୋର ସମୟରେ ଢାକାର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜିଆଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଦୀର୍ଘ ବର୍ଷ…

Vigilance Raid: ହାଟଡ଼ିହିର ବାଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋ ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ୬ଟି ଠିକଣାରେ ଚଢ଼ଉ କରାଯାଉଛି…

Vigilance Raid: ଭିଜିଲାନ୍ସ ଜାଲରେ ବାରଙ୍ଗର ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଉଛି। ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ଠିକଣାରେ ଭିଜିଲାନ୍ସ ତଲାସ…

Samba Dashami: ଆଜି ପବିତ୍ର ଶାମ୍ବ ଦଶମୀ; କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ଆଜିର ଦିନରେ ସୂର୍ଯ୍ୟ ଭଗବାନଙ୍କ ପୂଜା କରାଯାଏ । ପରିବାର ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା…

Paddy Procurement Chaos: ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଧାନର ଅଭାବୀ ବିକ୍ରି: କଂଗ୍ରେସ 

ବର୍ତ୍ତମାନର ବିଜେପି ଡବଲ ଇଞ୍ଜିନ ସରକାରରେ ମଣ୍ଡି ଭିତ୍ତିଭୂମି ସୁଦୃଢ଼, ସୁବ୍ୟବସ୍ଥିତ ଢଙ୍ଗରେ ଧାନ କ୍ରୟ, ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ସରକାର, ମିଲର ଓ ପ୍ରସାଶନ ସଲାସୁତୁରାରେ ବିଭିନ୍ନ ସ୍ଥାନରେ ବିଳମ୍ବରେ ମଣ୍ଡି ଖୋଲାଯାଇ…

Puri Ratha Yatra 2026: ୨୦୨୬ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

୨୦୨୬ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ନୟାଗଡ଼ ଗଲେ ପ୍ରତିନିଧି ଦଳ ।ଦଶପଲ୍ଲା ରେଞ୍ଜ ବଡ଼ମୂଳର ବଡ଼ରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କଲେ । ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚୟନ କଟା ପକ୍ରିୟା…

Pragyapan Medha: ଦିଲ୍ଲୀ ପରେଡ୍‌ରେ ସାମିଲ ହେବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ବିଶ୍ବ ଦେଖିବ ଓଡ଼ିଶାର କଳା । ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା । ଓଡ଼ିଶାର କଳାକୃତିକୁ ଆଧାର କରି ପ୍ରସ୍ତାବିତ…

Zero Night Celebration: ଜିରୋ ନାଇଟ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ନିୟମ; ରାତି ୧୨ଟାରେ ବନ୍ଦ ହେବ ସେଲିବ୍ରେସନ

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ହେଲା ନିୟମ । ଜିରୋ ନାଇଟ ସେଲିବ୍ରେସନ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିୟମ ଭିତରେ ରହିବେ ବାର, ହୋଟେଲ, କ୍ଳବ ଓ ଇଭେଣ୍ଟ ଅର୍ଗନାଇଜର । ଜିରୋ…

Congress Protest Outside TPCODL Office: ଭୁବନେଶ୍ବର TPCODL କାର୍ଯ୍ୟାଳୟକୁ ଘେରିଲା କଂଗ୍ରେସ

ଭୁବନେଶ୍ୱରରେ ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାଙ୍କ ବିକ୍ଷୋଭ । ସ୍ମାର୍ଟ ମିଟର, ସିକ୍ୟୁରିଟି ଅର୍ଥ ପ୍ରତ୍ୟାହାର ଦାବି ନେଇ TPCODL…