ଭୁବନେଶ୍ୱର; କିଛିଦିନ ତଳେ କରୋନା ଟିକା କୋଭିସିଲ୍ଡ ଚର୍ଚ୍ଚା ଜୋର ଧରିଛି । ଏହା ବିରୁଦ୍ଧରେ କେଉଁଠି ଅଦାଲତରେ ମାମଲା ମଧ୍ୟ ରୁଜୁ ହେଲାଣି । ହେଲେ ବର୍ତ୍ତମାନ ଏହାକୁ ନେଇ ବଡ ବୟାନ ଦେଇଛନ୍ତି । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।କୋଭିସିଲ୍ଡର କୌଣସି ପାର୍ଶ୍ୱପତିକ୍ରିୟା ନାହିଁ । ଟୀକା ନେବାର ୨୦ ଦିନ ଭିତରେ ଏହାର ପାର୍ଶ୍ୱପତିକ୍ରିୟାଦେଖାଯାଏ । ରାଜ୍ୟରେ ୟେ ଯାଏ ୟେ ଭଳି ମାମଲା ଆସିନାହିଁ।ଟୀକା ନେବାର ୨୦ / ୨୫ ଦିନ ଭିତରେ ଏହାର ପତିକ୍ରିୟା ଦେଖାଯାଏ ହେଲେ ରାଜ୍ୟରେ ଏଭଳି ମାମଲା ଆସିନାହିଁ ଏହା ଭିତରେ ଟୀକା ନେବାର ୩ ବର୍ଷ ବିତି ଯାଇଛି । ବର୍ତ୍ତମାନ ଏହାର ଅବଧି ସରି ଯାଇଛି । ଏଣୁ ଏଥି ପାଇଁ ଡରିବାର କିଛି ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ। Post navigation ଓଡ଼ିଶାରେ JN.1 କୋଭିଡ ଭେରିଆଣ୍ଟ ଚିହ୍ନଟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦାଇତ୍ୱ ନେଲେ ଡ଼. ନୀଳକଣ୍ଠ ମିଶ୍ର