ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ଏଠାରେ ଏମ୍ସ ପ୍ରତିଷ୍ଠା ହେବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ପଷ୍ଟ କରିଥିବା ଜଣାପଡ଼ିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜେପି ନଡ୍ଡା ଲେଖିଥିବା ଚିଠି ସାମ୍ନାକୁ ଆସିଛି । ଚିଠିରେ ସମ୍ବଲପୁରରେ ନୂଆ ଏମ୍ସ ପ୍ରତିଷ୍ଠା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି । ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ନେଇ ଦାବି ଓ ଆଲୋଚନା ମଧ୍ୟରେ ନଡ୍ଡାଙ୍କ ଏହି ଚିଠି ପରେ ପ୍ରସଙ୍ଗଟି ପୁଣି ଚର୍ଚ୍ଚାକୁ ଆସିଛି । Post navigation Arrest Warrant Issued in Boudh MLA’s Name: ବୌଦ୍ଧ ବିଧାୟକଙ୍କ ନାମରେ ଗିରଫ ପରୱାନା ଜାରିକଲେ ଏସଡିଜେଏମ