ସୁରୁଖୁରୁରେ ଚାଲି ପାରୁନି ଗୃହକାର୍ଯ୍ୟ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଆଜି ବିଧାନସଭା ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗୃହ ଆରମ୍ଭ ହେବାର ମାତ୍ର ୪ ମିନିଟ୍ ପରେ ପ୍ରଶ୍ନକାଳକୁ ମୁଲତବି କରିଦିଆଯାଇଛି । MMDR ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ଗୃହରେ ହୋହଲ୍ଲା କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ଗୃହରେ ସ୍ୱାଭାବିକ କାର୍ଯ୍ୟ ଚାଲିପାରିନଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳକୁ ମୁଲତବି ଘୋଷଣା କରିବା ସହ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି କରିଛନ୍ତି । Post navigation Odisha Govt Suspends 2 Senior Officers: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ବରିଷ୍ଠ ଅଧିକାରୀ ନିଲମ୍ଵିତ Dankari Oil Reserve Project: ଡଙ୍କାରୀ ତୈଳ ଭଣ୍ଡାର ରାସ୍ତାରେ ବାଧକ ସାଜିଛି କିଏ ?