ଓଡ଼ିଶା ମାନବାଧିକାର କମିଶନ (OHRC) ରେ ନୂତନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଆଇନଜୀବୀ ବିରଜା ଶଙ୍କର ମିଶ୍ର। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *