Tag: Lawyer Biraja Shankar Mishra

Biraja Shankar Mishra Appointed to OHRC: ଓଡ଼ିଶା ମାନବାଧିକାର କମିଶନର ନୂତନ ସଦସ୍ୟ ଭାବେ ନିଯୁକ୍ତ ହେଲେ ଆଇନଜୀବୀ ବିରଜା ଶଙ୍କର ମିଶ୍ର

ଓଡ଼ିଶା ମାନବାଧିକାର କମିଶନ (OHRC) ରେ ନୂତନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଆଇନଜୀବୀ ବିରଜା ଶଙ୍କର ମିଶ୍ର। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।