ବାରିପଦାର ସାରସକଣା ବ୍ଲକ୍ ଅନ୍ତର୍ଗତ ଏକ ଘରୋଇ ସ୍କୁଲ ହଷ୍ଟେଲରୁ ୬ ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ରଙ୍କ ପରିବାର ଲୋକେ ଏନେଇ ଝାରପୋଖରିଆ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମଧ୍ୟରାତ୍ରିରେ ସ୍କୁଲ ହଷ୍ଟେଲରେ ରହୁଥିବା ୬ ଜଣ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ କେଉଁଆଡ଼େ ପଳାଇଥିବା ସନ୍ଦେହ କରାଯାଉଛି। Post navigation SHe-Box Portal Compliance: କଲେଜରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ: ‘ସି-ବକ୍ସ’ ପୋର୍ଟାଲ୍ ଅପଡେଟ୍ ଓ ନିୟମ କଡ଼ାକଡ଼ି ନିର୍ଦ୍ଦେଶ Odisha Floods: ଆଗକୁ ବର୍ଷା ନହେଲେ ଟଳିବ ବନ୍ୟା ବିପଦ: ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ