ସମିତି ପାଣ୍ଠିରୁ ପ୍ରାୟ ୨୧.୨୮ ଲକ୍ଷ ଟଙ୍କାର ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଦିନ ବାଙ୍କୀ PACS ଅଧୀନରେ ଥିବା ଆନନ୍ଦପୁର ସର୍ଭିସ କୋ-ଅପରେଟିଭ ସୋସାଇଟି (SCS)ର ପୂର୍ବତନ ସମ୍ପାଦକ ଶରତ କୁମାର ନାୟକଙ୍କୁ ଗିରଫ କରିଛି। ଗିରଫ ପରେ ମଙ୍ଗଳବାର ଦିନ ତାଙ୍କୁ କଟକ ସ୍ପେଶାଲ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। Post navigation Air India Flight Turbulence: Pilot Fails Second Dope Test CM Mohan Majhi Reviewed the Finance Department: ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ