Month: October 2026

OMFED Price Hike: ଅକ୍ଟୋବର ୪ରୁ ମହଙ୍ଗା ହେବ ଓମ୍‌ଫେଡ୍‌ କ୍ଷୀର; ବଢ଼ିଲା ଲିଟର ପିଛା ଦର

ରାଜ୍ୟବାସୀଙ୍କୁ ଲାଗିବାକୁ ଯାଉଛି ମହଙ୍ଗା ମାଡ଼ । ଆସନ୍ତା ଅକ୍ଟୋବର ୪ ତାରିଖରୁ ଓଡ଼ିଶାରେ ଓମ୍‌ଫେଡ୍ କ୍ଷୀରର ଦର ବୃଦ୍ଧି ପାଇବାକୁ ଯାଉଛି । ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ବର୍ଗର କ୍ଷୀର ପ୍ୟାକେଟ୍‌ ଉପରେ ଦର ବୃଦ୍ଧି ନେଇ ଘୋଷଣା…

Mahatma Gandhi And Lal Bahadur Shastri Jayanti: ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂରଙ୍କ ଜୟନ୍ତୀ

ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ । ସାରା ଦେଶ ମନେ ପକାଉଛି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ…

Land Returned to Lord Jagannath: ମହାପ୍ରଭୁଙ୍କ ନାମକୁ ଫେରିଲା ହଡ଼ପ ଜମି

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧା ବାଲି ନିକଟ ରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ହଡ଼ପ ଉଦ୍ୟମକୁ ବଡ଼ ଝଟ୍‌କା ଲାଗିଛି । ଏହି ମୂଲ୍ୟବାନ ଜମି ମହାପ୍ରଭୁଙ୍କ ନାମକୁ ଫେରିଛି । ତେବେ ସମସ୍ତ ଜଗନ୍ନାଥ…

Low-Pressure Likely in October: ଅକ୍ଟୋବରରେ ପୁଣି ଲଘୁଚାପ ସମ୍ଭାବନା

ଅକ୍ଟୋବର ମାସରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ୧୨ ଅକ୍ଟୋବର ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୧୩ ତାରିଖ ବେଳକୁ ଆଣ୍ଡାମାନ ସାଗରରେ…

Mahanadi River Dispute: ଖୁବଶୀଘ୍ର ପ୍ରକାଶ ପାଇବ ମହାନଦୀ ଜଳ ବିବାଦର ଚୂଡ଼ାନ୍ତ ରୂପରେଖ; ନୂଆଦିଲ୍ଲୀ ବୈଠକ ପରେ ଆଶାବାଦୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼…

Orissa HC Dismisses Vedanta’s plea: ବେଦାନ୍ତର ବକ୍ସାଇଟ୍ ଯୋଗାଣ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଓଡ଼ିଶା ହାଇକୋର୍ଟରେ ବେଦାନ୍ତ ଲିମିଟେଡକୁ ଏକ ବଡ଼ ଝଟକା ଲାଗିଛି। ବକ୍ସାଇଟ୍ ଯୋଗାଣକୁ ନେଇ ବେଦାନ୍ତ ପକ୍ଷରୁ ଦାୟର କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୦୪ ମସିହାରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ବକ୍ସାଇଟ୍ ଯୋଗାଇବା ପାଇଁ ବେଦାନ୍ତ ପକ୍ଷରୁ କୋର୍ଟଙ୍କ…