Day: 27 July 2026

Howrah-Puri Express: ହାୱଡା-ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ

ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ ନିକଟରେ ପୁରୀ-ହାୱଡା ଧଉଳି ଏକ୍ସପ୍ରେସ ଟ୍ରେନରେ ନିଆଁ। ଟ୍ରେନର ଏସ୍ଏଲ୍ଆରଡି କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି । ଟ୍ରେନରେ ଥିବା ଯାତ୍ରୀମାନେ ସୁରକ୍ଷା ପାଇଁ ଶୀଘ୍ର ଟ୍ରେନ୍ ରୁ ବାହାରକୁ ବାହାରି ଆସିଥିଲେ। ତେବେ…

Jharsuguda Police Encounter: ଝାରସୁଗୁଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଝାରସୁଗୁଡ଼ା ବ୍ରଜରାଜନଗର ଓପିଏମ୍‌ ଇବ୍‌ ନଦୀ ଘାଟରେ ପୋଲିସ ଏନ୍‌କାଉଣ୍ଟର। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷ ଗୁରୁତର ଆହତ ହୋଇଛି । ଅଙ୍କିତକୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍କିତ ନାଁରେ ୭ଟି ଡକାୟତି ମାମଲା…

Susanta Singh Passes Away: ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ଏବଂ ପୂର୍ବତନ ଓଡ଼ିଶାର ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦେହାନ୍ତ ହୋଇଛି। ସୋମବାର ଭୋରୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩…