Day: 21 July 2026

OSRTC Jagannath Express Bus Accident: ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ; ୨୫ରୁ ଅଧିକ ଯାତ୍ରୀ ଆହତ

ଓଲଟିଲା ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ। ବସଟି ସୁନ୍ଦରଗଡ଼ରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଅନୁଗୁଳ ଜିଲ୍ଲା ସମଲ୍ ଥାନା ୧୪୯ ଜାତୀୟ ରାଜପଥ ବୁରୁକୁନା ଛକ ନିକଟରେ ଓଲଟି ପଡିଥିଲା। ଏହି ଦୁର୍ଘଟଣା ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା…

Ratha Jatra 2026: ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ହେରାପଞ୍ଚମୀ ନୀତି

ଗତକାଲି ବିଳମ୍ବିତ ରାତିରେ ରଥଯାତ୍ରାର ପଞ୍ଚମ ଦିବସରେ ହେରାପଞ୍ଚମୀ ନୀତିକାନ୍ତି ପାଳନ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚା ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନରେ…