Month: June 2026

Balianta Murder Case: ସୌମ୍ୟ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ; ଘଟଣାସ୍ଥଳରୁ ଫେରାଇ ଦିଆଯାଇଥିଲା ଆମ୍ବୁଲାନ୍ସ

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଜାତୀୟ ମାନବାଧିକାର କମିଶନ (NHRC) ବାଲିଅନ୍ତାରେ ଘଟିଥିବା ଗଣ ହିଂସା ମାମଲାର ତଦନ୍ତକୁ ତୀବ୍ର କରିଛି । ଘଟଣାସ୍ଥଳରୁ ଆମ୍ବୁଲାନ୍ସକୁ ଫେରାଇ ଦେଇଥିବା ଜଣାପଡ଼ିଛି। ଆଜି ଅଭିଯୋଗକାରୀ…

Super El Niño is Coming Back: ଆସୁଛି ‘ସୁପର-ଏଲନିନୋ’; ସତର୍କ କରାଇଲା ବିଶ୍ବ ପାଣିପାଗ ସଂସ୍ଥାନ

ଆସୁଛି ‘ସୁପର-ଏଲନିନୋ’। ସାରା ବିଶ୍ବରେ କିଛି ମାସରେ ଭୟଙ୍କର ପ୍ରାକୃତିକ ବିପଦ ଦେଖାଦେଇପାରେ। ଏନେଇ ବିଶ୍ବକୁ ସତର୍କ କରାଇଲା ବିଶ୍ବ ପାଣିପାଗ ସଂସ୍ଥାନ। ୧୮୭୭ ଭଳି ପ୍ରଭାବିତ କରିପାରେ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂସ୍ଥାନ । ଯାହା ଫଳରେ…

BRICS Summit in Puri: ଆଜିଠାରୁ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ

ଆଜିଠାରୁ ପୁରୀରେ ହେବ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ଵିତୀୟ ବୈଷୟିକ ସମ୍ମିଳନୀ। ଆସନ୍ତା ଜୁନ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ସାମିଲ ହେବେ ୧୧ ଦେଶର ପ୍ରତିନିଧି । ବିପର୍ଯ୍ୟୟ…

Baranga Third-Degree Case: ବାରଙ୍ଗ ପୋଲିସର ମାଡ଼ରେ ଲହୁ ଲୁହାଣ ରାକେଶଙ୍କୁ ସାକ୍ଷାତ କଲେ ପିସିସି ସଭାପତି ଭକ୍ତ ଦାସ

ବାରଙ୍ଗ ପୋଲିସର ନିର୍ମମ ମାଡରେ ଚଣ୍ଡି ପ୍ରସାଦ ଗ୍ରାମର ଲହୁଲୁହାଣ ରାକେଶ ବେହେରାଙ୍କୁ କଟକ ଏସସିବି ମେଡିକାଲରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ କଂଗ୍ରେସର ଏକ ଉଚ୍ଚ ସ୍ତରୀୟ ନେତୃମଣ୍ଡଳୀ ସାକ୍ଷାତ କରିଛନ୍ତି । ପିସିସି ସଭାପତି…

Elephant Death Case in Dhenkanal Farmhouse: ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣା; ୩ ଗିରଫ ସହିତ ହିନ୍ଦୋଳ ଫରେଷ୍ଟର ନିଲମ୍ବିତ

ହିନ୍ଦୋଳରେ ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରିଛି ବିଭାଗ। ସେହିଭଳି ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆରସିସିଏଫ। ସେହିପରି ଏହି ଘଟଣାରେ ୩ ଜଣ…

BJD Targets State Govt Over Grievance Hearing: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬ ପ୍ରତିଶତ ସମାଧାନ ଦାବିର ସତ୍ୟତା କେତେ: ବିଜେଡି

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେଡି କହିଛି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକ ସମସ୍ୟା ସମାଧାନ ହେଉଛି ବୋଲି ବିଜେପି ସରକାର ଦାବି କରିଛି। କିନ୍ତୁ ବାସ୍ତବରେ ଏହି ସମସ୍ୟାର…

कोरापुट में बॉक्साइट खनन विवाद पर जयराम रमेश का सवाल

ओडिशा के कोरापुट जिले में प्रस्तावित बॉक्साइट खनन परियोजना को लेकर जारी विरोध प्रदर्शन अब राष्ट्रीय स्तर पर राजनीतिक चर्चा का विषय बन गया है। कांग्रेस के वरिष्ठ नेता और…