ବାଲିଗୁଡା ବିଜେଡିରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ବାଲିଗୁଡ଼ାରେ ରାଜନୈତିକ ଅସ୍ଥିରତା ତୀବ୍ର ହେବାକୁ ଲାଗିଛି ।ଦୁଇ ବରିଷ୍ଠ ନେତା ଟୁନା ଦାସ ଓ ପ୍ରମୋଦ ସାହଙ୍କୁ ନିଲମ୍ବନକୁ ତୀବ୍ର ବିରୋଧ କରି ଦଳ ଛାଡ଼ିଲେ ଏକାଧିକ ନେତା । ନିଲମ୍ବନ ନିଷ୍ପତ୍ତିକୁ ବିରୋଧ କରି ବାଲିଗୁଡ଼ା, କ ନୂଆଗାଁ, ତୁମୁଡ଼ିବନ୍ଧ, କୋଟଗଡ ଓ ବାଲିଗୁଡ଼ା ଏନଏସି ର ସମସ୍ତ ବିଜୁ ଜନତା ଦଳର ଓ ମହିଳା, ଯୁବ ଛାତ୍ର ଜନତା ଦଳର ସଭାପତି , କର୍ମକର୍ତ୍ତା ସମେତ ନିର୍ବାଚିତ ସମିତିସଭ୍ୟ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଦସ୍ୟ ସାମୂହିକ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। Post navigation Odisha Rice Millers to begin Indefinite Strike from June 8 over unfulfilled Govt Promises