ତାଜା ଖବର ରାଜନୀତି ରାଜ୍ୟ Baliguda BJD Crisis: ବାଲିଗୁଡ଼ାରେ ରାଜନୈତିକ ଅସ୍ଥିରତା; ବିଜେଡି ଛାଡ଼ିଲେ ଏକାଧିକ ନେତା ଓ କର୍ମୀ June 5, 2026 Papirani ବାଲିଗୁଡା ବିଜେଡିରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ବାଲିଗୁଡ଼ାରେ ରାଜନୈତିକ ଅସ୍ଥିରତା ତୀବ୍ର ହେବାକୁ ଲାଗିଛି ।ଦୁଇ ବରିଷ୍ଠ ନେତା ଟୁନା ଦାସ ଓ ପ୍ରମୋଦ ସାହଙ୍କୁ ନିଲମ୍ବନକୁ ତୀବ୍ର ବିରୋଧ କରି ଦଳ ଛାଡ଼ିଲେ ଏକାଧିକ ନେତା ।…