ତାଜା ଖବର ରାଜ୍ୟ Tamil Nadu Gas Tragedy; ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି; ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି June 23, 2026 Papirani ତାମିଲନାଡୁର ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଅଘଟଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାମିଲନାଡ଼ୁ ମେଡିକାଲ୍ରେ ମୃତ୍ୟୁ ।…