ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଗୋଡ଼ା ବୃନ୍ଦାବନ ବିହାରୀ ହାଇସ୍କୁଲର ଶିକ୍ଷକ ଚାକିରୀରୁ ବହିଷ୍କୃତ ହୋଇଛନ୍ତି । ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳ ନକଲି ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି । ୨୦ ବର୍ଷ ତଳେ ଜାତିଗତ ପ୍ରମାଣପତ୍ରରେ କରିଥିଲେ ଜାଲିଆତି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି Post navigation Amit Shah to visit Odisha: ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ Jagannath Darshan: ମହାପ୍ରଭୁଙ୍କ ଦର୍ଶନ ହେବ ସହଜ; ଆଧାର ଦେଖାଇ ସିଧା ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ପୁରୀବାସୀ