Month: May 2026

Vijay Appoints his Astrologer as OSD: ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD

ଜ୍ୟୋତିଷ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD । ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ଭାବରେ ଆନୁଷ୍ଠାନିକ ଭାବରେ ନିଯୁକ୍ତି ଦେଲେ ବିଜୟ । ବିଜୟ ମୁଖ୍ୟମନ୍ତ୍ରୀ ହେବା ନେଇ ବର୍ଷେ ପୂର୍ବେ କରିଥିଲେ…

Nayagarh Block President Kishor Sahu Resigned: ବିଜେଡିରୁ ଇସ୍ତଫା ଦେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ

ନୟାଗଡ ବିଜେଡିରୁ ଇସ୍ତଫା ଦେଲେ ବ୍ଲକ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ବିଜେଡିରୁ ଇସ୍ତଫା ଦେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ । ବ୍ୟକ୍ତିଗତ କାରଣରୁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ନିଜ ଇସ୍ତଫାପତ୍ର ଦଳର…

Balianta mob lynching: ବାଲିଅନ୍ତା ମାମଲା; ଆଉ ଜଣେ ଗିରଫ

ଭୁବନେଶ୍ୱର ବାଲିଅନ୍ତାରେ କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଥିବା ବେଳେ ଏବେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହା ସହ ମୋଟ ଗିରଫଦାରୀ ସଂଖ୍ୟା ୧୨ରେ ପହଞ୍ଚିଛି। ଗିରଫ…

Himanta Biswa Sarma Takes Oath as Assam CM: ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା । ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ । ଏହା ସହ ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି…

T.N. CM Orders Closure of TASMAC Shops: ତାମିଲନାଡୁ ସରକାରଙ୍କ ବଡ ନିଷ୍ପତ୍ତି; ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ରାଜ୍ୟର ଶିକ୍ଷାନୁଷ୍ଠାନ, ପୂଜାସ୍ଥଳ ଏବଂ ବସ୍ ଡିପୋଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଥିବା ୭୧୭ଟି ସରକାରୀ ମଦ ଦୋକାନ (TASMAC ଦୋକାନ) ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହି…