Month: May 2026

ଆତଙ୍କବାଦ ଓ ଏହାର ଇକୋସିଷ୍ଟମକୁ ସମୂଳେ ନଷ୍ଟ କରିବୁ: ମୋଦି

‘ଅପରେସନ ସିନ୍ଦୂର’ର ବର୍ଷେ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବାହିନୀଙ୍କ ସାହସ ଓ ବୀରତ୍ୱକୁ ପ୍ରଶଂସା କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି ଯେ, ପହଲଗାମରେ ନିରୀହ ଭାରତୀୟଙ୍କ ଉପରେ ହୋଇଥିବା ଆକ୍ରମଣର ଏହା ଉଚିତ୍ ଜବାବ…

ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ୨୩ ଟ୍ରକ୍‌ ଟର୍ମିନାଲ

ରାଜ୍ୟରେ ଏ ମାସ ଶେଷ ସୁଦ୍ଧା ୨୩ଟି ଟ୍ରକ୍‌ ଟର୍ମିନାଲକୁ କାର୍ଯ୍ୟକ୍ଷମ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଟ୍ରକ୍‌ ଟର୍ମିନାଲର ନିର୍ମାଣ କାମ ଶେଷ ହୋଇସାରିଛି। ବର୍ତ୍ତମାନ କେବଳ…

ଭିଜନରୁ ଆକ୍ସନ; ଭାରତର ପୂର୍ବାଞ୍ଚଳ ଅଭିବୃଦ୍ଧିର ଅଭିଯାନ ଅହମ୍ମଦାବାଦରୁ ଆରମ୍ଭ

ଅହମ୍ମଦାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’ ଆୟୋଜିତ ହୋଇଯାଇଛି । “ଗୁଜରାଟ ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଛି। ବର୍ତ୍ତମାନ ଭାରତର ପୂର୍ବ ଭାଗକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ସହିତ…

ପଥର ଫାଟରେ ଫସିଥିବା ନାବାଳକଙ୍କ ଉଦ୍ଧାରକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ନୟାଗଡ଼ର କାଣୀପଡ଼ା ଜଙ୍ଗଲରେ ମହୁ ସଂଗ୍ରହ କରୁଥିବା ବେଳେ ଏକ ଅସହାୟ ସ୍ଥିତିରେ ରହିଥିବା ଜଣେ ୧୪ ବର୍ଷର ନାବାଳକକୁ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଭିତରୁ ଉଦ୍ଧାର କରାଯାଇଛି । ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା…

ECINET IT Plays Crucial Role in Election Process: ନିର୍ବାଚନ ପ୍ରକ୍ରିୟାକୁ ସୁଗମ କରିବାରେ ECINETର ଭୂମିକା ଗୁରୁତ୍ବପୂର୍ଣ୍ଣ

ଭାରତୀୟ ନିର୍ବାଚନ କମିଶନ ଆଜି ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଜାରି କରି କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବାରେ IT ପ୍ଲାଟଫର୍ମ ECINETର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ECINET ଜରିଆରେ ମତଦାନ…

Minor Boy Rescued: ମହୁ ସଂଗ୍ରହ ବେଳେ ପଥର ଫାଟରେ ଫସିଥିବା ନାବାଳକ ଉଦ୍ଧାର 

ମହୁ ସଂଗ୍ରହ ବେଳେ ପଥର ଫାଟରେ ଫସିଥିବା ନାବାଳକ ଉଦ୍ଧାର ନୟାଗଡ଼ ଜିଲ୍ଲାର କାଣିପଦା ଜଙ୍ଗଲରେ ମହୁ ସଂଗ୍ରହ କରୁଥିବା ବେଳେ ଜଣେ ନାବାଳକ ପଥର ଫାଟରେ ଫସିଯାଇଥିବା ବେଳେ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଭିତରୁ ଉଦ୍ଧାର…