Month: May 2026

IPS Reshuffle In Odisha: ବଦଳିଲେ ଖୋର୍ଦ୍ଧା ଓ ନୟାଗଡ଼ ଏସ୍‌ପି

ବଦଳିଲେ ଖୋର୍ଦ୍ଧା ଓ ନୟାଗଡ଼ ଏସ୍‌ପି । ଓଡ଼ିଶା ସରକାର ସୋମବାର ଦୁଇ ଜଣ ଏସ୍ପିଙ୍କ ପୋଷ୍ଟିଂରେ ପରିବର୍ତ୍ତନ କରିଛନ୍ତି ୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ପରମାର ସ୍ମିତ ପୁରୁଷୋତ୍ତମଦାସ ହେଲେ ଖୋର୍ଦ୍ଧା ଏସ୍‌ପି । ସେହିପରି, ଗଞ୍ଜାମ ଏସ୍ପି ଶୁଭେନ୍ଦୁ…

IPS Officer Dayal Gangwar Transferred: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା; ବଦଳିଲେ ବରିଷ୍ଠ IPS ଦୟାଲ ଗଙ୍ଗୱାର

ବଦଳିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର । ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା ବିବାଦ ମଧ୍ୟରେ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ସ୍ଥାନାନ୍ତର କରାଯାଇଛି। ଓଡ଼ିଶା ସରକାର କଟକରେ ଯୋଗାଯୋଗ ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଭାବରେ କାର୍ଯ୍ୟରତ ବରିଷ୍ଠ…

MP Debashish Samantaray Resigns From BJD: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ଯୋଜନାବଦ୍ଧ ଭାବେ ଦଳ ଅଣଦେଖା କରିବା ଅନୁଭବ କରି ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।…

Fuel Prices Hiked Again: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର । ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି।ପେଟ୍ରୋଲ ପ୍ରତି ଲିଟର ୨.୬୧ ଟଙ୍କା ଏବଂ ଡିଜେଲ ପ୍ରତି ଲିଟର ୨.୭୧ ଟଙ୍କା ମହଙ୍ଗା…

Berhampur Police Encounter: ବ୍ରହ୍ମପୁରରେ ଏନକାଉଣ୍ଟର୍ ସଂଖ୍ୟା ୩କୁ ବୃଦ୍ଧି; ପୁଲିସ୍ ଗୁଳିଲେ ଖଣ୍ଡା ଆକ୍ରମଣକାରୀ ଆହତ

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନକାଉଣ୍ଟର ହୋଇଛି । ଗତକାଲି ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ । ଜଗାର ଦୁଇ ଗୋଡରେ ବାଜିଛି…