ଜମ୍ମୁରେ ପାକିସ୍ତାନର ଆକ୍ରମଣ; ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ଡ୍ରୋନ୍ ଆକ୍ରମଣ
ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପାକିସ୍ତାନ ଜମ୍ମୁକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଛି । କେବଳ ଜମ୍ମୁ…
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା’ ତାରାତାରିଣୀଙ୍କୁ ଦର୍ଶନ କରି ଏହି ଅଂଚଳର…
ଭାରତର ଡ୍ରୋନ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ। ବାତିଲ ହେଲା ପିଏସଏଲ ମ୍ୟାଚ
ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ପାକିସ୍ଥାନର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଭାରତ। PSL ମ୍ୟାଚ୍ ପୂର୍ବରୁ ଭାରତର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଡ୍ରୋନ୍ ଆକ୍ରମଣରେ ରାୱଲପିଣ୍ଡି…
ଭାରତର ଡିଜିଟାଲ ଷ୍ଟ୍ରାଇକ; ପାକିସ୍ତାନୀ ଫିଲ୍ମ, ୱେବ ସିରିଜକୁ ଓଟିଟି ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ
ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ । ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ମଧ୍ୟରେ ଆହୁରି କଠୋର ହୋଇଛି ଭାରତ । ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତ ସରକାର ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ…
ଜୁନ୍ ମାସରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ
ଆସନ୍ତା ଜୁନ୍ ମାସରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ କରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେବଳ ମଙ୍ଗଳବାର, ବୁଧବାର ଓ ଶନିବାର ଉଡ଼ିବ ବିମାନ । ଅନ୍ତର୍ଜାତୀୟ ସଂଯୋଗୀକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ…
‘ଅପରେସନ୍ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍ ଆଜହର ମୃତ୍ୟୁ
ଅପରେସନ୍ ସିନ୍ଦୂରରେ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ଅବୁଦୁଲ ରୌଫ୍ ଅଜହର ନିପାତ । ଜୈସ୍-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ସାନ ଭାଇ ତଥା ଚର୍ଚ୍ଚିତ କାନ୍ଦାହାର ବିମାନ ହାଇଜ୍ୟାକର ମାଷ୍ଟର ମାଇଣ୍ଡ୍ ଅବୁଦୁଲ ରୌଫ୍ ଅଜହର ନିପାତ ହୋଇଥିବା ଜଣାପଡ଼ିଛି ।…
ଭାରତର ୧୫ଟି ସହରରେ ପାକିସ୍ତାନ କରିଥିବା ମିଜାଇଲ୍ ଆକ୍ରମଣ ଉଦ୍ୟମ ଭଣ୍ଡୁର
ଅପରେସନ ସିନ୍ଦୂର ପରେ ଭାରତ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ପାକିସ୍ତାନ ଉପରେ ଭାରତର ଆକ୍ରମଣ ଅପରେସନ ସିନ୍ଦୂର ପରେ ଉତ୍ତର ଭାରତର ୧୫ଟି ସହରକୁ ପାକିସ୍ତାନ ମିସାଇଲ୍ ଆକ୍ରମଣ କରିଛି । ତେବେ ଏହାର ଭାରତୀୟ ପ୍ରତିରକ୍ଷା ବିଭାଗ…
ପୁଞ୍ଚ୍ରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼; ୧୩ ଭାରତୀୟ ନାଗରିକ ମୃତ, ୫୯ ଆହତ
ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ କରିଛି ପାକିସ୍ତାନ । ଜାମ୍ମୁ-କାଶ୍ମୀର ପୁଞ୍ଚ୍ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ଏଥିରେ ୧୩ ଭାରତୀୟ ନାଗରିକଙ୍କ…
ଅପରେସନ ସିନ୍ଦୂରରେ ଅତିକମ୍ରେ ମରିଛନ୍ତି ୧୦୦ ଆତଙ୍କବାଦୀ: ରାଜନାଥ ସିଂ
ଅପରେସନ ସିନ୍ଦୂର ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ଏହା ମଧ୍ୟରେ କେନ୍ଦ୍ର ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମସ୍ତଙ୍କୁ ଅପରେସନ୍ ସିନ୍ଦୂର ବାବଦରେ ଅବଗତ କରାଯାଇଛି ।…
ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ୧୦ ଓ ୧୧ରେ ଦୁଇ ଦିନିଆ ଗସ୍ତରେ ଆସିଥାନ୍ତେ ଅମିତ ଶାହ। ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଆଜି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ବିଭିନ୍ନ…