ତାଜା ଖବର ରାଜ୍ୟ କଡ଼ା ସୁରକ୍ଷା ବଳୟରେ ସରିଲା ନିଟ ପରୀକ୍ଷା May 4, 2025 Papirani ଗତକାଲି ୪ ଜଣ ପରୀକ୍ଷା ଦଲାଲ ଗିରଫ ହେବାପରେ ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ବରରେ ସରିଛି ନିଟ୍ ୟୁଜି-୨୦୨୫ ପରୀକ୍ଷା। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନସି ବା ଏନଟିଏ ଦ୍ବାରା ପରିଚାଳିତ ନିଟ୍ ପରୀକ୍ଷା…
ତାଜା ଖବର ରାଜ୍ୟ ଜୁନ୍ ୩୦ ସୀମା ପୁନର୍ଗଠନ ଡେଡ୍ଲାଇନ୍ May 4, 2025 Papirani ପ୍ରଶାସନିକ ସୀମା ପୁନର୍ଗଠନ ପାଇଁ ଜାରି ହୋଇଛି ଡେଡ୍ଲାଇନା । ଆଗାମୀ ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ପୁନଃଗଠନ ପାଇଁ ଏକ ସମୟସୀମା ଘୋଷଣା କରି ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି। ୩୦ ଜୁନ୍ ସୀମା ପୁନର୍ଗଠନ…
ତାଜା ଖବର ରାଜ୍ୟ କଟକରେ ବ୍ରିଜ୍ ନିର୍ମାଣ ଅଘଟଣ; ତ୍ରୁଟି ନ ଥିଲେ ଏତେ ବଡ଼ ଦୁର୍ଘଟଣା ଘଟି ନଥାନ୍ତା: ଆଇନ ମନ୍ତ୍ରୀ May 4, 2025 Papirani କଟକ ଖାନ୍ନଗରରେ ବ୍ରିଜ୍ ନିର୍ମାଣ ଅଘଟଣରୁ ଦୁଇ ଜଣ ଇଂଜିନିୟର ଓ ଜଣେ ସୁପରଭାଇଜର୍ଙ୍କ ମୃତ୍ୟୁ ଘଟଣାରେ କାହାର ଭୁଲ ଅଛି ତାହାକୁ ନେଇ ତଦନ୍ତ ହେବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଏତେ…
ତାଜା ଖବର ଦେଶ ପରଲୋକରେ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦ May 4, 2025 Papirani ଉତ୍ତର ପ୍ରଦେଶର ବାରାଣସୀର ପ୍ରସିଦ୍ଧ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ ବାବାଙ୍କ ପରଲୋକ । ବାରଣାସୀରେ ୧୨୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ନିଜ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଗଙ୍ଗା ଓ ବାରଣାସୀର ତଟରେ…
ତାଜା ଖବର ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ May 4, 2025 Papirani ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ । ବାୟୁସେନା ମୁଖ୍ୟ ଏୟାର ବିଫ ମାର୍ଶାଲ ଅମର ପ୍ରୀତ ସିଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଗତକାଲି ନୌସେନା ପ୍ରମୁଖ ଦିନେଶ ତ୍ରିପାଠୀ ମଧ୍ୟ…
ତାଜା ଖବର ଦେଶ ଭାରତର ଡିଜିଟାଲ ଷ୍ଟ୍ରାଇକ ଜାରି: ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ May 4, 2025 Papirani ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଭାରତରେ ପାକିସ୍ତାନର ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ଭାରତ। ଏହି କ୍ରମରେ ପୁଣି ଥରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ…
ତାଜା ଖବର ରାଜ୍ୟ ଗଞ୍ଜମ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ : ୧୭ ବନ୍ଧୁକ ଜବତ ସହ ୧୮ ଜଣ ଗିରଫ May 4, 2025 Papirani ଗଞ୍ଜାମ ପୁଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା । ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧୀ ମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ…
ତାଜା ଖବର ଦେଶ ରାଜ୍ୟ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ପ୍ରସଙ୍ଗ; ନିମ୍ନସ୍ତରକୁ ଖସିଛନ୍ତି ପଶ୍ଚିମବଙ୍ଗ ସରକାର: ଶୁଭେନ୍ଦୁ ଅଧିକାରୀ May 4, 2025 Papirani ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସ୍ବାଗତ କରିଛନ୍ତି । ସେ କହିଛନ୍ତି ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ…
ତାଜା ଖବର ରାଜ୍ୟ ଦୀଘା ଜଗନ୍ନାଥ ମନ୍ଦିର ବିବାଦ; ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା May 4, 2025 Papirani ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦାରୁରେ ତିଆରି ମୁର୍ତ୍ତୀ ହୋଇଥିବା ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ବିବାଦ । ଆଜି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ ପ୍ରସଙ୍ଗରେ ପଚରାଉଚରା କରାଯାଉଛି ।…
ତାଜା ଖବର ଦେଶ ରାଜ୍ୟ ଆଜି ନିଟ୍ ୟୁଜି-୨୦୨୫ ପରୀକ୍ଷା May 4, 2025 Papirani ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନଟିଏ ଦ୍ବାରା ପରିଚାଳିତ ନିଟ୍ ୟୁଜି-୨୦୨୫ ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଓଡ଼ିଶାର ୨୭ଟି ସହରରେ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ସହ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି…