ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ

ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ । ମେସେଜିଂ ଆପ୍ ହ୍ଵାଟ୍ସଆପ ସଂଧ୍ୟାରୁ ଡାଉନ୍ ହୋଇଛି । ତେଣୁ ମେସେଜ୍ ପଠାଇବା ସହ ଷ୍ଟାଟସ୍ ଅପଲୋଡିଂରେ ସମସ୍ୟା ଦେଖାଦେଇଛି । ଭାରତ ସମେତ ସାରା ବିଶ୍ୱରେ ଡାଉନ୍ ଅଛି ଏହି ମେସେଜିଂ…

ଓଡ଼ିଶା ଫୁଟବଲ ସଂଘ ସଭାପତି ହେଲେ ଟଙ୍କଧର ତ୍ରିପାଠୀ

ଫୁଟବଲ୍‍ ଆସୋସିଏସନ ଅଫ୍‍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ (FAO) ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ତ୍ରିପାଠୀ । ଏନେଇ ବିଜ୍ଞପ୍ତି ଜାରି…

ଆରମ୍ଭ ହେଲା ବିଜେପି ବିଧାୟକ ଓ ସାଂସଦଙ୍କ ପ୍ରଶିକ୍ଷଣ ଶିବିର

ଆଜି ରାଜ୍ୟର ବିଜେପି ସରକାରକୁ ୧୦ ମାସ ପୂରୁଛି । ଏହି ଅବସରରେ ପୁରୀରେ ଆରମ୍ଭ ହୋଇଛି ବିଧାୟକ ଓ ସାଂସଦ ପ୍ରଶିକ୍ଷଣ ଶିବିର । ଏହାକୁ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ଗୁଡିକର ଉପନିର୍ବାଚନ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ

ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆରମ୍ଭ କରାଯାଇଛି । ସେଥି ମଧ୍ୟରୁ ପାଞ୍ଚଟି ଜିଲ୍ଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ,…

ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ: ଦେବୀ ମିଶ୍ର

ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ । ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଘରେ ଆଜି ହୋଇଥିବା ବୈଠକ ପରେ…

ପୁରୀ-କୋଣାର୍କ ରେଳପଥ ନିର୍ମାଣ ପାଇଁ ଚାଲିଛି ଜମି ଅଧିଗ୍ରହଣ; ଖୁବଶୀଘ୍ର ସରିବ ପୁରୀ ରେଳଷ୍ଟେସନ କାର୍ଯ୍ୟ: ରେଳମନ୍ତ୍ରୀ

ପୁରୀ ଗସ୍ତରେ ଯାଇ, ପୁରୀ ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରି ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୁରୀରୁ କୋଣାର୍କ ମଧ୍ୟରେ ନୂତନ ରେଳପଥ ସଂଯୋଗ…

ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା

ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

ଓଡ଼ିଶାର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି । ଏହା ଫଳରେ…

ଆଜି ସେୟାର ବଜାରରେ ଉତ୍ସାହ; ସେନସେକ୍ସ ଓ ନିଫ୍ଟି ରେ ବୃଦ୍ଧି

ଗତ କିଛି ଦିନ ଧରି ସେୟାର ବଜାର ଧରାଶାୟୀ ହୋଇଥିବା ବେଳେ ଆଜି ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ୩ ମାସ ପାଇଁ ଡୋନାଲ୍ଡ ଟ୍ରମ୍ପ ଟାରିଫ ସ୍ଥଗିତ ରଖିବାପରେ ସେୟାର ବଜାର ଉପରମୁହାଁ ହୋଇଥିବା ସୂଚନା ମିଳିଛି…

୧୮ ଦିନିଆ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣା

୧୮ ଦିନିଆ ରିମାଣ୍ଡରେ ଗଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ହୁସେନ ରାଣା । NIA ହେଡକ୍ୱାର୍ଟରେ ଥିବା ସ୍ୱତନ୍ତ୍ର ସେଲରେ ରାଣାକୁ ଜେରା କରାଯିବ । ଏହି ୧୮ ଦିନ ମଧ୍ୟରେ ରାଣାଠାରୁ ମୁମ୍ବାଇ ଆତଙ୍କୀ ଆକ୍ରମଣର…