ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ । ମେସେଜିଂ ଆପ୍ ହ୍ଵାଟ୍ସଆପ ସଂଧ୍ୟାରୁ ଡାଉନ୍ ହୋଇଛି । ତେଣୁ ମେସେଜ୍ ପଠାଇବା ସହ ଷ୍ଟାଟସ୍ ଅପଲୋଡିଂରେ ସମସ୍ୟା ଦେଖାଦେଇଛି । ଭାରତ ସମେତ ସାରା ବିଶ୍ୱରେ ଡାଉନ୍ ଅଛି ଏହି ମେସେଜିଂ ଆପ୍ଲିକେସନ୍ । ତେବେ ଏ ନେଇ ହ୍ଵାଟ୍ସଆପ ପକ୍ଷରୁ କୌଣସି ବିବୃତି ଦିଆଯାଇନାହିଁ । Post navigation ଆଜି ସେୟାର ବଜାରରେ ଉତ୍ସାହ; ସେନସେକ୍ସ ଓ ନିଫ୍ଟି ରେ ବୃଦ୍ଧି ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ