ହେଲିକପ୍ଟର୍‌ ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟ

ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ମୃତ୍ୟୁ ଘଟିଛି । ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି…

ମେ ୨୯ରେ କେନ୍ଦ୍ରାପଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାରେ ଏକ ବିଶାଳ ଜନ ସମାବେଶରେ ଯୋଗଦେଇ ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ଲାଗି ପ୍ରଚାର କରିବେ । ଆଜି ମୋଦି…

ଦିନ ୯ଟା ସୁଦ୍ଧା ରାଜ୍ୟରେ ୬.୯୯ % ମତଦାନ

ଆଜି ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ଆଜି ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ଆଜି ସକାଳ ୯ ଟା ସୁଦ୍ଧା ଲୋକସଭା ପାଇଁ ୬.୮% ମତଦାନ ହୋଇଥିବା ବେଳେ…

ବଡ଼ଦାଣ୍ଡରେ ମୋଦୀଙ୍କ ବିଶାଳ ରୋଡ୍ ସୋ’

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି । ମରିଚିକୋଟ ଛକରୁ ଚାଲିଛି ମୋଦିଙ୍କ ରୋଡ୍ ସୋ’। ମୋଦିଙ୍କ ରୋଡ୍‌ ସୋ ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ରଥଯାତ୍ରାର ଭ୍ରମ…

ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ

ଭୁବନେଶ୍ବର: ଦେଶର ପଞ୍ଚମ ପର୍ଯ୍ୟାୟରେ ଓ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ହେଉଛି। ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ଶାନ୍ତି ଶୃଙ୍ଖଳା ସହିତ ଜାରି ରହିଛି। ସକାଳ ୭ଟାରୁ…

ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଆଜି ପୁରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ’ । ଆଜି ସକାଳୁ ରାଜଭବନରୁ ପୁରୀ ଅଭିମୁଖେ ବାହାରି ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବତରଣ…

ହଟହଟା ହେଲେ ଦେବୀ ମିଶ୍ର

ବଡ଼ମ୍ବା : ବଡ଼ମ୍ବା ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ଆଜି ଲୋକଙ୍କ ଆଗରେ ହଟହଟା ହେବାକୁ ପଡିଛି । ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ପଞ୍ଚାୟତର ଚଷା ବାରବାଟୀକୁ ସେ ପ୍ରଚାର ପାଇଁ ଯାଇଥିଲେ। ଏତିକିବେଳେ ପାଣି ସମସ୍ୟାର ସମାଧାନ…

ଗଞ୍ଜାମରେ ପୁଣି ବିଜେଡି କର୍ମୀଙ୍କ ଗୁଣ୍ଡାଗିରି : ୫ ବିଜେପି କର୍ମୀ ଆହତ

ଭଜ଼ଞ୍ଜନଗର : ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଭଜ଼ଞ୍ଜନଗର ପୋଲିସ ସୀମା ଅନ୍ତର୍ଗତ ବେତାର ଛକରେ କିଛି ବିଜେଡି କର୍ମୀ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଏହି ଆକ୍ରମଣରେ ୫ ରୁ ଅଧିକ ବିଜେପି କର୍ମୀ…

ବିଜେଡି ପାଇଁ ଶାଢ଼ୀ ବାଣ୍ଟି ବ୍ରହ୍ମଗିରିର ୩ ମହିଳା ନେତ୍ରୀ ପୁରୀ ସଦରରେ ଅଟକ

ବ୍ରହ୍ମଗିରି : ବାରମ୍ବାର ନିର୍ବାଚନ ଆଚରଣ ଆଇନ ଉଲଙ୍ଘନ କରୁଚି ବିଜୁ ଜନତା ଦଳ । ବ୍ରହ୍ମଗିରି ବିଜୁ ଜନତାଦଳର କିଛି ନାରୀନେତ୍ରୀ ମାନେ ମିଶନ ଶକ୍ତିର ମହିଳା ମାନଙ୍କୁ ଭୋଟ ଦେବା ପାଇଁ ଲୋଭ ଦେଖାଇ ଶାଢ଼ୀ ବାଣ୍ଟିଛନ୍ତି ।…

ବିଜୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ଆଜି ଓଡ଼ିଶା ପହଞ୍ଚିବା ପରେ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ୱାର ରୁମ୍‌, ପ୍ରଚାର, ବୁଥ୍‌ ମ୍ୟାନେଜମେଣ୍ଟ ଆଦିର ସମୀକ୍ଷା କରିଛନ୍ତି ମୋଦୀ। ନିର୍ବାଚନ ପରିଚାଳନା…