ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ବିଜୟଙ୍କ ବଡ଼ ପଦକ୍ଷେପ। ୩ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କଲେ ମୁଖ୍ୟମନ୍ତ୍ରୀ ବିଜୟ । ୧- ୨୦୦ ଯୁନିଟ୍ ମାଗଣା ବିଜୁଳି ମିଳିବ ୨- ଡ୍ରଗ୍ସ ରୋକିବାକୁ ହେବ ଟାସ୍କଫୋର୍ସ ୩- ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗଠନ ହେବ ସ୍ପେଶାଲ ଟାସ୍କଫୋର୍ସ Post navigation Vijay Takes Oath as Tamil Nadu CM: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ Odisha Mob Lynching Case: ସୌମ୍ୟରଞ୍ଜନ ମବ୍ ଲିଞ୍ଚିଂ ମାମଲା: ବାଲିଅନ୍ତା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ର ତନାଘନା