ତଦନ୍ତ ଦାୟିତ୍ବ ନେବା ପରେ ବାଲିଅନ୍ତା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌ । ଗୋଟିଏ ଟିମ୍ ଥାନାରେ ତଦନ୍ତ ଆରମ୍ଭ କରିଛି । ଥାନାଧିକାରୀଙ୍କଠୁ ନେଉଛନ୍ତି ତଥ୍ୟ । ଦ୍ବିତୀୟ ଟିମଟି ସ୍ପଟରେ ପହଞ୍ଚି କରୁଛି ତନାଘନା । ଏହାରି ମଧ୍ୟରେ ତଥ୍ୟ ଓ ସତ୍ୟ ଆଧାରରେ ତଦନ୍ତ ହେବ କହିଲେ ଏସ୍‌ପି ଅନିରୁଦ୍ଧ ରାଉତରାୟ ।

ବର୍ତ୍ତମାନ ସୁଦ୍ଧା ୧୧ ଜଣ ଗିରଫ ହୋଇଥିବା ବେଳେ, ଏହି ‘ମବ୍ ଲିଞ୍ଚିଂ’ ପଛରେ ଥିବା ପ୍ରକୃତ କାରଣ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।

Leave a Reply

Your email address will not be published. Required fields are marked *