ଚାରି କାନ୍ଧ ନମିଳିବାରୁ ସାଇକେଲରେ ମାଆଙ୍କ ଶବ ବୋହିଲେ ଦୁଇ ଝିଅ। ଏଭଳି ଏକ ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲାର ପାଇକମାଳ ସହର କଣ୍ଟାପଡ଼ାରୁ ସାମ୍ନାକୁ ଆସିଛି । ଦୁଇ ପୁଅ ଦାଦନ ଯାଇ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାସନ୍ଦ ହୋଇଥିଲେ । ଫଳରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହି ଭାଇ ନ ଆସିବାରୁ ସାଇକେଲରେ ମାଆଙ୍କ ଶବ ବୋହିଲେ ଦୁଇ ଝିଅ । Post navigation Debashish Samantaray takes oath as Rajya Sabha MP 10 Rajya Sabha MPs Sworn In: राज्यसभा के 10 नवनिर्वाचित सदस्यों ने ली शपथ