ତାଜା ଖବର ରାଜ୍ୟ Shame in Padmapur: ପଦ୍ମପୁରରେ ଲଜ୍ଜା; ସାଇକେଲରେ ମାଆଙ୍କ ଶବ ବୋହିଲେ ଦୁଇ ଝିଅ June 25, 2026 Papirani ଚାରି କାନ୍ଧ ନମିଳିବାରୁ ସାଇକେଲରେ ମାଆଙ୍କ ଶବ ବୋହିଲେ ଦୁଇ ଝିଅ। ଏଭଳି ଏକ ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲାର ପାଇକମାଳ ସହର କଣ୍ଟାପଡ଼ାରୁ ସାମ୍ନାକୁ ଆସିଛି । ଦୁଇ ପୁଅ ଦାଦନ ଯାଇ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାସନ୍ଦ…