ଆସାମରେ ପୁଣି ବିପୁଳ ବିଜୟ ପଥେ ଭାରତୀୟ ଜନତା ପାର୍ଟି । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି ୭୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୪ଟି ଆସନରେ ଆଗୁଆ ରହିଛି । ଭୋଟ୍ ଗଣତି ଜାରି ରହିଥିବା ବେଳେ, ଗଣନା କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ଏବଂ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରାଯାଉଛି। Post navigation BJP Revokes Suspension of Kharavela Swain: ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି BJP Leading Over TMC in Bengal: ପଶ୍ଚିମବଙ୍ଗରେ କଡ଼ା ଟକ୍କର ମଧ୍ୟରେ ଟିଏମସି ଠାରୁ ବିଜେପି ଆଗୁଆ