Tag: Assam Assembly Election

Assam Election Result 2026: ଆସାମରେ ପୁଣି ବିପୁଳ ବିଜୟ ପଥେ ଭାରତୀୟ ଜନତା ପାର୍ଟି

ଆସାମରେ ପୁଣି ବିପୁଳ ବିଜୟ ପଥେ ଭାରତୀୟ ଜନତା ପାର୍ଟି । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି…