Kharavela Swain
ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ଭାରତୀୟ ଜନତା ପାର୍ଟି । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ଦଳରୁ ନିଲମ୍ବିତ କରାଯାଇଥିଲା ।
 
ଖାରବେଳ ସ୍ୱାଇଁ କିଛି ଦିନ ତଳେ ଦଳୀୟ ନୀତି ଓ ନେତୃତ୍ୱ ବିରୋଧରେ ସାର୍ବଜନୀନ ମଞ୍ଚରେ ମନ୍ତବ୍ୟ ଦେଇଥିଲେ । ଦଳ ଏହାକୁ ଶୃଙ୍ଖଳା ଭଙ୍ଗ ବୋଲି ଦର୍ଶାଇ ତାଙ୍କୁ ନିଲମ୍ବିତ କରିଥିଲା ।
Kharavela Swain

By Nirvay

Leave a Reply

Your email address will not be published. Required fields are marked *