ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳମ୍ ଓ ପୁଡୁଚେରୀ ଉପରେ ସାରା ଦେଶର ନଜର ରହିଥିବା ବେଳେ ପ୍ରାଥମିକ ସୂଚନା ଅନୁସାରେ ବିଜେପି ପଶ୍ଚିମବଙ୍ଗ ଓ ଆସାମରେ ଆଗୁଆ ଅଛି। ପଶ୍ଚିମବଙ୍ଗରେ ମୁକାବିଲା କଡ଼ା, କିନ୍ତୁ ଆସାମରେ ବିଜେପି ବହୁତ ଆଗରେ। ତାମିଲନାଡୁରେ ଡିଏମକେ ମେଣ୍ଟ ଓ ବିଜୟଙ୍କ ଟିଭିକେ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। କେରଳମ ରେ ୟୁଡିଏଫ ସରକାର କରିପାରେ। ସେହିପରି ପୁଡୁଚେରୀରେ ଏନଡିଏ ଆଗରେ ଅଛି। Post navigation Assembly Election: ରାଜ୍ୟ ନିର୍ବାଚନ ଫଳାଫଳ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି ଆରମ୍ଭ BJP Revokes Suspension of Kharavela Swain: ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି