ଆରମ୍ଭ ହୋଇଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି। ସକାଳ ୮ଟାରେ କଡ଼ା ସୁରକ୍ଷା ମଧ୍ୟରେ କାଉଣ୍ଟିଂ ଆରମ୍ଭ ହୋଇଛି । ୪ ରାଜ୍ୟ- ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ଉପରେ ସାରା ଦେଶର ନଜର ରଖିଛି । ଚଳିତ ବର୍ଷ କିଏ ମାରିବ ବାଜି ତାହାକୁ ନେଇ ନଜର ରଖିଛି । Post navigation Illegal Sand Mafia in Odisha: ରାଜ୍ୟରେ ବଢିଚାଲିଛି ବାଲି ମାଫିଆଙ୍କ ଆତଙ୍କରାଜ: ବିଜେଡି Assembly Polls Results 2026: ବେଙ୍ଗଲ, ତାମିଲନାଡୁରେ କଡ଼ା ମୁକାବିଲା; ଆସାମରେ ବିଜେପି ଆଗୁଆ