Bhubaneshwar: Block grant school & college teachers stage a protest to press for their various demands related to the service conditions, on Teacher's Day, in Bhubaneswar, Wednesday, Sep 5, 2018. (PTI Photo) (PTI9_5_2018_000175B)

ପ୍ରବଳ ବର୍ଷା ସତ୍ତ୍ୱେ ବିଧାନସଭା ସମ୍ମୁଖରେ ଅହୋରାତ୍ର ଆନ୍ଦୋଳନକୁ ଓହ୍ଲାଇଛି ‘ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ’। ନିଜର ୪ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେଗୁଡ଼ିକ ହେଲା- ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ, ଅବସର ନେଇଥିବା ଶିକ୍ଷକ ଓ ନେବାକୁ ଥିବା ଶିକ୍ଷକଙ୍କୁ ପେନସନ୍, ତୁରନ୍ତ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଏବଂ ସବୁ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜକୁ ସରକାରୀକରଣ କରିବା।

 

 

Leave a Reply

Your email address will not be published. Required fields are marked *