ତାଜା ଖବର ରାଜନୀତି ରାଜ୍ୟ Odisha BJP Welcomes Union Cabinet Decisions: କେନ୍ଦ୍ର କ୍ୟାବିନେଟର ଭିତ୍ତିଭୂମି ଓ ଡାକ ଆଧୁନିକୀକରଣ ନିଷ୍ପତ୍ତିକୁ ସ୍ୱାଗତ କଲା ଓଡ଼ିଶା ବିଜେପି November 26, 2026 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ଓଡ଼ିଶା ବିଜେପି ସ୍ୱାଗତ କରିଛି। ଏହି ନିଷ୍ପତ୍ତିଗୁଡ଼ିକ ଦେଶର ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ…