Tag: Tankadhar Tripathy

Jharsuguda Election: ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲା; ଟଙ୍କଧରଙ୍କ ଆବେଦନ ଖାରଜ

ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲାରେ ଟଙ୍କଧରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିଛି । ଟଙ୍କଧରଙ୍କ ଆବେଦନ ଖାରଜ କରିଛନ୍ତି ସୁପ୍ରମକୋର୍ଟ । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ଟଙ୍କଧର ଆବେଦନ କରିଥିଲେ ଯାହାକୁ ହାଇକୋର୍ଟ…

ଟିଏମ୍‌ସି ସାଂସଦ ମହୁଆ ମୈତ୍ର-ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁହାଁମୁହିଁ

ଝାରସୁଗୁଡାରେ ୪୨୧ ଶ୍ରମିକଙ୍କୁ ଅଟକ ରଖିଥିବା ନେଇ ସାଂସଦ ମହୁଆ ମୈତ୍ର ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପରୋକ୍ଷରେ କରିଥିବା ଆକ୍ଷେପକୁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ବିଜେଡି ଯାହା କହିପାରୁନି, ତାହା ନୂଆ…

ଓଡ଼ିଶା ଫୁଟବଲ ସଂଘ ସଭାପତି ହେଲେ ଟଙ୍କଧର ତ୍ରିପାଠୀ

ଫୁଟବଲ୍‍ ଆସୋସିଏସନ ଅଫ୍‍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ (FAO) ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ତ୍ରିପାଠୀ । ଏନେଇ ବିଜ୍ଞପ୍ତି ଜାରି…

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଚାଲିବ ମାମଲା

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଚାଲିବ ହାଇକୋର୍ଟ ରେ କେସ । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ବିଧାୟକ ଟଙ୍କଧର ଯେଉଁ ଆବେଦନ କରିଥିଲେ ତାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଟଙ୍କଧରଙ୍କ ଆପରାଧିକ ମାମଲା ସମ୍ପର୍କିତ…

ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ 

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟରେ ନୋଟିସ । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ଦିଆଗଲା ନିର୍ଦ୍ଦେଶ । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ନେଇ ଅଭିଯୋଗରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଦୀପାଳି ଦାସ । ସୂଚନା…

ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ନେମ୍ ଚେଞ୍ଜର ଓ ଗେମ୍ ଚେଞ୍ଜର ବି ହେବ: ଟଙ୍କଧର ତ୍ରିପାଠୀ

ଭୋଟ ପାଇଁ ଘୋଷଣା ସର୍ବସ୍ୱ ସାଜିଥିଲା ପୂର୍ବତନ ନବୀନ ସରକାର। ନିର୍ବାଚନ ବୈତରଣୀ ପାର ହେବା ଲାଗି ରାଜ୍ୟ ରାଜକୋଷକୁ ଖୋଳ କରିଥିଲା ବିଜେଡି। ନିର୍ବାଚନ ଜିତିବା ପାଇଁ ନବୀନ ପଟ୍ଟନାୟକଙ୍କ ଟିମ୍ ହୀନ ଷଡଯନ୍ତ୍ର ରଚି ବର୍ଷକରେ ୧୪୦ଟି ଯୋଜନା…