ତାଜା ଖବର ରାଜ୍ୟ Odisha Vigilance Nabs RI: ଭିଜିଲାନ୍ସ ଜାଲରେ କୁଆଁରମୁଣ୍ଡା କୋଲସିହିରିଆ RI July 21, 2026 Papirani ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଆର୍ଆଇ । ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କୁଆଁରମୁଣ୍ଡା କୋଲସିହିରିଆ ଆର୍ଆଇ ଅନୀତା ଜେନା । ଜଣେ ଆବେଦନକାରୀଙ୍କ ପୈତୃକ ଜମିର ଡିମାର୍କେସନ୍ ରିପୋର୍ଟ ପ୍ରଦାନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ…
ତାଜା ଖବର ରାଜ୍ୟ Demand Action against Fly Ash Mafia: ଫ୍ଲାଏ ଆଶ୍ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ସୁନ୍ଦରଗଡ଼ କଲେକ୍ଟରଙ୍କୁ ଉପବାଚସ୍ପତିଙ୍କ ଚିଠି July 1, 2026 Papirani ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଭାବେ ଫ୍ଲାଏ ଆଶ୍ ପରିବହନ ଓ ବିଭିନ୍ନ ସ୍ଥାନରେ ଅନିୟନ୍ତ୍ରିତ ଭାବେ ଗଦାକରି ପକାଯାଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ଏନେଇ ସେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖି…
ତାଜା ଖବର ରାଜ୍ୟ Blast Triggers Fire in Railway Grid: ରେଲୱେ ଗ୍ରୀଡରେ ବଡଧରଣର ବ୍ଲାଷ୍ଟ April 7, 2026 Papirani ରେଲୱେ ଗ୍ରୀଡ୍ ବଡଧରଣର ବ୍ଲାଷ୍ଟ ହୋଇଥିଲା । ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ନିକଟରେ ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍। ସୋମବାର ବିଳମ୍ବିତ ରାତିରେ ହଠାତ ବିସ୍ଫୋରଣ ହୋଇଥିଲା । ରେଲୱେ ଗ୍ରୀଡରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଚାନ୍ଦିପୋଷ ଅଗ୍ନିଶମ…
ତାଜା ଖବର ରାଜ୍ୟ ASI Arrested: ଲାଞ୍ଚ ନେଇ ଗିରଫ ହେଲେ ଏଏସଆଇ ଅରୂପାନନ୍ଦ ଦାସ ଗିରଫ; ଘରୁ ମିଳିଲା ୩.୩୧ଲକ୍ଷ ଟଙ୍କା March 13, 2026 Papirani ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ପୋଲିସ ଷ୍ଟେସନର ସହକାରୀ ସବ-ଇନ୍ସପେକ୍ଟର ଅରୂପା ନନ୍ଦ ଦାସ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ରାସ୍ତାପାର୍ଶ୍ୱରେ ଥିବା ଏକ ଢାବାର ମାଲିକଙ୍କ ଠାରୁ ମଦ ଦୋକାନ ଚଳାଇବା ପାଇଁ ୨୫ହଜାର ଟଙ୍କା…
ତାଜା ଖବର ରାଜ୍ୟ Teacher Held For Raping Girl Student: ଛାତ୍ରୀଙ୍କ ସହ ଶାରିରୀକ ସଂପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ February 11, 2026 Papirani ଛାତ୍ରୀଙ୍କ ସହ ଶାରିରୀକ ସଂପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ । ଲହୁଣିପଡ଼ା ଥାନା ଅଞ୍ଚଳର ଏକ ହାଇସ୍କୁଲର ସାହିତ୍ୟ ଶିକ୍ଷକ ଗିରଫ । ସାହିତ୍ୟ ଶିକ୍ଷକ ତାପସ କୁମାର ବଢ଼େଇଙ୍କୁ ଗିରଫ କଲା ଲହୁଣିପଡ଼ା ପୋଲିସ । ବାରମ୍ବାର ଶାରିରୀକ…
ତାଜା ଖବର ରାଜ୍ୟ CBI Raids MCL: କୋଇଲା ଚୋରି ଅଭିଯୋଗରେ ସୁନ୍ଦରଗଡ଼ MCLରେ ସିବିଆଇ ଚଢ଼ାଉ January 30, 2026 Papirani MCLରେ ସିବିଆଇର ଚଢ଼ାଉ ଜାରି। ସୁନ୍ଦରଗଡ଼ MCLରେ ୩ ଜଣିଆ ଦିଲ୍ଲୀ ସିବିଆଇ ଟିମ୍ର ଚଢ଼ାଉ । ଏକ କଥିତ କୋଇଲା ଚୋରି ରାକେଟ ସହିତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL)ର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରିଛି। ନିକଟବର୍ତ୍ତୀ ଜଙ୍ଗଲରେ…
ତାଜା ଖବର ରାଜ୍ୟ Communal Violence In Sundargarh: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ଆଜି ସହରର ସବୁ ସ୍କୁଲ୍ ଓ କଲେଜ ବନ୍ଦ January 16, 2026 Nirvay ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତି ଗମ୍ଭୀର ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାନୁଆରୀ ୧୬ ତାରିଖ ପାଇଁ ସହରର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଗୁରୁବାର…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ; ବିପୁଳ ସଂପତ୍ତି ଠାବ December 22, 2025 Papirani ଭିଜିଲାନ୍ସ ଜାଲରେ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ । ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟଙ୍କ ବିପୁଳ ସଂପତ୍ତି ଠାବ । ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ସୁନ୍ଦରଗଡ଼ ସମେତ ବାଲେଶ୍ଵର ଚୂନ ଭାଟି…
ତାଜା ଖବର ରାଜନୀତି ରାଜ୍ୟ ୬୭ ବର୍ଷ ବୟସରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ September 20, 2025 Nirvay ସୁନ୍ଦରଗଡ଼ର ବୀରମିତ୍ରପୁରରୁ ଚାରିଥର ବିଧାୟକ ଥିବା ଜର୍ଜ ତିର୍କୀଙ୍କ ୬୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ସୁନ୍ଦରଗଡ଼ର ଜଣେ ବଳିଷ୍ଠ ଆଦିବାସୀ ନେତା, ଜର୍ଜ ତିର୍କୀ ୧୯୯୫, ୨୦୦୦, ୨୦୦୯ ଏବଂ ୨୦୧୪ରେ ଓଡ଼ିଶା ବିଧାନସଭାକୁ…
ତାଜା ଖବର ରାଜ୍ୟ ମାଙ୍ଗାନିଜ ଚୋରା ଚାଲାଣ ଘଟଣା; କୋଇଡ଼ା ଖଣି ମଣ୍ଡଳରେ ଭିଜିଲାନ୍ସ ଟିମ୍ June 24, 2025 Papirani କୋଇଡ଼ାରେ ବେଧଡକ ଭାବେ ଚାଲିଛି ମାଙ୍ଗାନିଜ ଚୋରା ଚାଲାଣ। ସୁନ୍ଦରଗଡ଼ କୋଇଡ଼ା ହେମଗିରିରେ ବିଭିନ୍ନ ଖଣି ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ । ଘଟଣାସ୍ଥଳରେ ଭିଜିଲାନ୍ସର ୧୦ ଜଣିଆ ଟିମ୍ର ତଦନ୍ତ । ସୁନ୍ଦରଗଡର କୋଇଡ଼ାରେ ORSACର ୪ ଜଣ…